Important Biology MCQs in odia
Q.1: ଜୀବ ବିଜ୍ଞାନ ର ଜନକ(biology father)କାହାକୁ କୁହାଯାଇଥାଏ?
[A] ଚାର୍ଲସ ଡାର ଉଈନ (charles darwin)
[B] ଲିନିୟସ (carl linnaeus)
[C] ଅରସ୍ତୁ (aristotle)
[D] ମେଣ୍ଡଲ (gregor mendel)
Q.2: ଜୀବନର ଭୌତିକ ଆଧାର କଣ ଅଟେ (physical basis) ?
[A] ଜିନ
[B] କୋଷିକା (cell)
[C] ମାଇଟରକଣ୍ଡ୍ରିଆ(mitochondria)
[D] ଜୀବଦ୍ରବ୍ୟ (organism)
Q.3: ସର୍ବପ୍ରଥମେ ସେଲ ର ଖୋଜ (first cell discovered) କିଏ କରିଥିଲେ?
[A] ସ୍ଲାଇଡେନ (matthias j. schleiden)
[B] ରୋବୋର୍ଟ ହୁକ(robert hooke)
[C]ସ୍ଵନ (theodor schwann)
[D] ଡରବିନ (charles darwin)
- ଏହା ପଢନ୍ତୁ ► ଟିସୁ ର ପ୍ରକାର | Cell Biology and their Types?
Q.4: କୋଷିକା ର ଶକ୍ତି କେନ୍ଦ୍ର (power center) କାହାକୁ କୁହାଯାଏ ?
[A] ମାଇଟ୍ରକଣ୍ଡ୍ରିଆ (mitochondria)
[B] ଲାଇସୋଜୋମ(lysosome)
[C] କେନ୍ଦ୍ରିକ (nucleus)
[D] କୋଷିକା ଦ୍ରବ୍ୟ (cytoplasm)
Q.5: କେଉଁ ସାରାଂଚନା ପ୍ଲାଣ୍ଟ ସେଲ କୁ ପ୍ରାଣୀ କୋଷରେ (animal cell) ଵିଭାଦିତ କରିଥାଏ ?
[A] କୋଷିକା ଭିତ୍ତି (cell wall)
[B] ବର୍ଣ୍ଣହରିତ(chlorophyll)
[C] ସେଣ୍ଟ୍ରିଅଳ(centriole)
[D] ଉପରୋକ୍ତ ସମସ୍ଥ (all of these)
Q.6: କେଉଁ କୋଶିଙ୍ଗାଗ କୁ “ଆତ୍ମହତ୍ୟା ସ୍ଥଳୀ” କୁହାଯାଇଥାଏ ?
[A] ରାଇବୋଜମ (ribosome)
[B] ଲାଇସୋଜୋମ (lysosome)
[C] ଋଷୁଥିକା (vacuole)
[D] ସେଣ୍ଟ୍ରସୋମ (centrosome)
Q.7: DNA ର ଦ୍ବିଗୁଣିତ କୁଣ୍ଡଳୀ (Double Helix Model) ର ଆବିଷ୍କାର କିଏ କରିଥିଲେ
[A] ୱାଟ୍ସନ ଓ କ୍ରିକ
[B] ସ୍ଲାଇଡେନ ଓ ସ୍ଵନ
[C] ରୋବୋର୍ଟ ହୁକ
[D] ଗ୍ରେଗର ମେଂଡଲ
Q.8: DNA ର ପ୍ରମୁଖ କାର୍ଯ୍ୟ କଣ ଅଟେ ?
[A] ପ୍ରୋଟିନ ସଂସ୍ଲେସଣ
[B] କୋଷିକାୟ ଶ୍ଵସନ
[C] କୋଷିକାୟ ପରିବହନ
[D] ଆନୁବଂଶିକ କ୍ରିୟା ର ସଂଚାଳନ
Q.9: RNA (ribonucleic acid) କେଉଁଠି ମିଳିଥାଏ ?
[A] କୋଷିକା ଭିତ୍ତିରେ
[B] ମାଇଟ୍ରକଣ୍ଡ୍ରିଆରେ
[C] କୋଷିକା ଦ୍ରବ୍ୟ ରେ
[D] ରାଇବଜୋମ ରେ
Q.10: ‘ଅନୁବଂଶିକି ର ଜନକ ‘ (father of genetics) କାହାକୁ କୁହାଯାଇଥାଏ ?
[A] ଲମାର୍କ (jean-baptiste lamarck)
[B] ଡରବିନ (charles darwin)
[C] ମେଂଡଲ (gregor mendel)
[D] ଅରସ୍ତୁ (aristotle)
Q.11: ମାନବ ପାଖରେ ଟୋଟାଲ ଗୁଣସୂତ୍ର କେତେ ରହିଥାଏ ?
[A] 46
[B] 47
[C] 56
[D] 57
Q.12: ମନୁଷ୍ୟ ପାଖରେ ଦେଖାଯାଉଥିବା ରୋଗ (genetic diseases) ର ନାମ କଣ ?
[A] ଅନ୍ଧାରକଣା (blindness)
[B] ହିମୋଫିଲିଆ (haemophilia)
[C] ଟନର ସିଣ୍ଡ୍ରୋମ (turner syndrome)
[D] ଉପରୋକ୍ତ ସମସ୍ଥ
Q.13: କେତେବେଳ ବାଳକ ଜନ୍ମ ନେଇଥାଏ ?
[A] XX ଗୁଣସୂତ୍ର ହେଲେ
[B] YY ଗୁଣସୂତ୍ର ହେଲେ
[C] XY ଗୁଣସୂତ୍ର ହେଲେ
[D] XXX ଗୁଣସୂତ୍ର ହେଲେ
Q.14: ହିମୋଫିଲିଆ ରୋଗ ଦ୍ୱାରା ପୀଡିତ ହେଇଥବା ବ୍ୟକ୍ତି କେଉଁ ଲକ୍ଷଣ ଦେଖାଯାଇଥାଏ ?
[A] ଆଇରନ କମ ହୋଇ ଯାଇଥାଏ
[B] ରକ୍ତ ବୋହିବା ବନ୍ଦ ହୋଇନଥାଏ
[C] ରକ୍ତ ତିଆରି ହୋଇ ନଥାଏ
[D] ରକ୍ତରେ ଶ୍ୱେତ କଣିକା ମରି ଯାଇଥାଏ
Q.15: ଜିନ ବିଷୟରେ କେଉଁ ଷ୍ଟେଟମେଣ୍ଟ ସତ୍ୟ ଅଟେ ?
[A] ଏହା ଡି ଏନ ଏ ର ଏକ ଇକାଈ ଅଟେ
[B] ଏହା ଅନୁବଂଶିକି ର ଇକାଈ ଅଟେ
[C] ଏହା ଗୁଣସୂତ୍ର ରେ ଉପସ୍ଥିତ ରହିଥାଏ
[D] ଉପୋରକ୍ତ ସମସ୍ଥ
Q.16: ଜିନ ର ପ୍ରଥମ କୃତିମ ସଂସ୍ଲେସଣ (synthetic synthesis) କିଏ କରିଥିଲେ ?
[A] ଜଗଦୀଶ ଚନ୍ଦ୍ର ବୋଷ
[B] ୱାଟ୍ସନ
[C] ହରଗୋବିନ୍ଦ ଖୁରାନା
[D] ରୋବୋର୍ଟ ବ୍ରାଉନ
Q.17: ‘ପ୍ରାକୃତିକ ଚୟନ ସିଦ୍ଧାନ୍ତ‘ (principle of natural selection) ପ୍ରତିପାଦକ ର ନାମ କଣ?
[A] ଚାର୍ଲସ ଦରବିନ
[B] ଲମାର୍କ
[C] ଅରସ୍ତୁ
[D] ହରଗୋବିନ୍ଦ ଖୁରାନା
Q.18: ଅନୁବଂଶିକି (genetic plant choice) ପ୍ରୋୟାଗ ପାଇଁ ମେଂଡଲ କେଉଁ ଗଛର ଚୟନ କରିଥିଲେ ?
[A] ମଟର (peas)
[B] ଡାହଳିଆ (dahlia)
[C] ସୋରିଷ (mustard)
[D] ଗହମ (wheat)
Q.19: ଏକ କାଳର ବ୍ଲାଇଣ୍ଡନେସ ବ୍ୟକ୍ତି କେଉଁ କେଉଁ ରଙ୍ଗ ଚିନ୍ହି ପାରିନଥାଏ ?
[A] ଲାଲ ଓ ସବୁଜ
[B] ହଳଦିଆ ଓ ସବୁଜ
[C] ଲାଲ ଓ ନୀଳ
[D] ଲାଲ ଓ ହଳଦିଆ
Q.20: ଜୀବଦ୍ରବ୍ୟ ରେ ଗଠିତ ବସ୍ତୁକୁ କଣ କହନ୍ତି?
[A] ପ୍ରୋଟୋଜୋଆ(protozoa)
[B] ପେରିଫେରା (poriferan)
[C] ସିଲେଣ୍ଟେରଟା
[D] ଆଥ୍ରୋପୋଡା (arthropoda)
Q.21: ଏକ କୋଷିକିୟା ଏମିବା (amoeba animal) ଏବଂ ୟୁଗଲୀନା (euglena) କୁ କାହାର ଅନ୍ତର୍ଗତ ରେ ରଖା ଯାଇଛି ?
[A] ପେରିଫେରା
[B] ସେଲେଣ୍ଟେରଟେ
[C] ଏମଫିବିଆ
[D] ପ୍ରୋଟୋଜୋଆ
Q.22: ବେଙ୍ଗ କେଉଁ ଶ୍ୱାସନ ଅଙ୍ଗ ଦ୍ୱାରା ନିଜର ଶ୍ୱାସ କ୍ରିୟା କରିଥାଏ ?
[A] ତ୍ୱଚା
[B] ଫ୍ଲେମିଅ
[C] ଫୁସ୍ପୁସ
[D] ଉପରୋକ୍ତ ସମସ୍ତ
Q.23: ବାସ୍ତବିକ ମାଛ ( real fish )କାହାକୁ କୁହାଯାଏ ?
[A] ଷ୍ଟାର ଫିସ
[B] ବ୍ରିଟେଲ ଷ୍ଟାର
[C] ହିପକ୍ରେପସ
[D] ସି କକମ୍ଭର
Q.24: मेढ़क ବେଙ୍ଗ କେଉଁ ବର୍ଗର ଜନ୍ତୁ ଅଟେ ?
[A] ଆସ୍ତିକଥିଜ
[B] ଏମଫିବିଆ (amphibium)
[C] ସରୀସୃପ (reptiles)
[D] କଣ୍ଡ୍ରିଥିଜ
Q.25: ସ୍ତନ୍ୟପାୟୀ ପ୍ରାଣୀ ମାନଙ୍କର ହୃଦୟ କୋଷ୍ଠକ କେତେ ହୋଇଥାଏ ?
[A] 2
[B] 3
[C] 4
[D] 5
Q.26: ସ୍ତନଧାରୀ ପ୍ରାଣୀ (mammalian class) ରେ ରକ୍ତ ର ସବୁଠୁ ଅଧିକ ତାପମାତ୍ରା କେଉଁ ଜୀବ ର ହୋଇଥାଏ ?
[A] ଗାଈ
[B] ଛେଳି
[C] ମନୁଷ୍ୟ
[D] ହୂଏଲ
Q.27: ମାଛ ମାନେ କେଉଁ ଅଙ୍ଗ ଦ୍ୱାରା ନିଜର ଶ୍ୱାସ କ୍ରିୟା କରନ୍ତି ?
[A] ନାକ
[B] ତ୍ୱଚା
[C] ଗାଲିସି
[D] ମୁହଁ
Q.28: ସବୁଠୁ ବଡ଼ ସ୍ତନଧାରୀ (mammalian) ର ନାମ କଣ ଅଟେ ?
[A] ହାଥୀ
[B] ଡ଼ଲଫିନ
[C] ମନୁଷ୍ୟ
[D] ବ୍ଳଊହୁଇଲ
Q.29: ବିଶ୍ୱର ସବୁଠୁ ଛୋଟ ପକ୍ଷୀ ର ନାମ କଣ ?
[A] ଏମ୍ୟୁ
[B] କିବି
[C] ହାମିଙ୍ଗ ବାର୍ଡ଼
[D] ଗୋରିୟା
Q.30: କୋଶେରୁକ ଜନ୍ତୁ (vertebrate) ର ଶରୀରର ସବୁଠୁ କଠୋର ଭାଗ ହେଇଥାଏ ?
[A] ଇନେମଲ (enamel)
[B] ଦାନ୍ତ (teeth)
[C] ଜଙ୍ଘ ର ହାଡ଼ (thigh bone)
[D] ହାତର ହାଡ (wrist bone)
Q.31: ହୁଇଲ କେଉଁ ଅଙ୍ଗ ଦ୍ୱାରା ନିଜର ଶ୍ୱାସ କ୍ରିୟା କରିଥାଏ ?
[A] ଗାଲିସି (gill)
[B] ତ୍ୱଚା (skin)
[C] ଫୁସଫୁସ (lung)
[D] ମୁହଁ (mouth)
Q.32: ଆଧୁନିକ ମାନବ କୁ କେଉଁ ବର୍ଗରେ ରଖାଯାଇଛି ?
[A] ସିଟୀଭିମା
[B] କର୍ଣ୍ଣିବେରା (carnivores)
[C] ପ୍ରାଇମେଟସ (primate)
[D] ଇନ୍ସେକ୍ତିବରା
Q.33: ଉତ୍ତକ ସମ୍ୱନ୍ଧି (cell tissue studies) ବିଜ୍ଞାନ କୁ କଣ କୁହାଯାଏ ?
[A] ସାଇଟଲୋଜି (cytology)
[B] ମୋରଫୋଲୋଜି (morphology)
[C] ହିଷ୍ଟୋଲୋଜି (histology)
[D] ଏନଆଟମି (anatomy)
Q.34: କୋଷିକା ମାନକର ସମୂହ (group of cells) କୁ କଣ କହନ୍ତି ?
[A] ଉତ୍ତକ (tissue)
[B] ଅଙ୍ଗ (organ)
[C] ଅଙ୍ଗତନ୍ତ୍ର (democracy)
[D] କୌଣସିଟି ନୁହେ
Q.35: ପୁନରୁତ୍ପାଦନ କ୍ଷମତା (reproducibility) କେଉଁ ପ୍ରକାର ଉତ୍ତକରେ ସର୍ବାଧିକ ହେଇଥାଏ?
[A] ସଂୟୋଜି (connective)
[B] ପେଷିୟ (muscle)
[C] ତାନ୍ତ୍ରିକୀୟ (neuralgia)
[D] ଉପାକଲା (epithelium)
Q.36: ଶରୀରରେ ଐଁଛିକ ଓ ଅନ୍ୟେଇଛିକ କାର୍ଯ୍ୟ କୁ ନିୟନ୍ତ୍ରଣ କରୁଥିବା ଉତ୍ତକ କୁ କଣ କହନ୍ତି ?
[A] ପେଷିୟ
[B] ସଂୟୋଜି
[C] ତନ୍ତ୍ରୀକା
[D] ଉପକଳା
Q.37: ରକ୍ତ କେଉଁ ପ୍ରକାର ର ଟିସୁ ଅଟେ ?
[A] ପେଷି (muscle)
[B] ସ୍ୱୟଂଜି (connective tissue)
[C] ତନ୍ତ୍ରୀକା (nervous tissue)
[D] ଉପକଳା (epithelium tissue)
- ଏହାକୁ ପଢନ୍ତୁ ► ଓଡ଼ିଆ ଗ୍ରାମାର ଟେନ୍ସ ବିଷୟରେ ଡିଟେଲସ ପଢନ୍ତୁ
Q.38: ଅରିକ୍ଷୀତ କୋଷିକା (nonlinear tissue) କେଉଁଠି ମିଳିଥାଏ ?
[A] ହୃଦୟ (heart)
[B] ଆମାଶୟ (stomach)
[C] ଆହାର ନାଳ(diet nail)
[D] ତ୍ୱଚା (skin)
Q.39: ସଂୟୋଜି ଟିସୁ (connective tissue) ର ଉଦାହରଣ କିଏ ?
[A] ଲିମ୍ଫ (lymph)
[B] ହାଡ଼ (bones)
[C] ପ୍ରୋଟିନ (protein)
[D] ଉପରୋକ୍ତ ସମସ୍ତ (all of above)
Q.40: ‘ସଂକୁଚନସିଲ ଟିସୁ କୁ (contractile tissue’) କେଉଁ ନାମରେ ଜଣା ଯାଇଥାଏ ?
[A] ସଂୟୋଜି ଟିସୁ (connective tissue)
[B] ରେଖିତ ଟିସୁ (liner tussue)
[C] ତନ୍ତ୍ରୀକା ଟିସୁ (nervous tissue)
[D] ପେଷିୟ ଟିସୁ (muscle tissue)
Q.41: ଚେତନା ଟିସୁ (consciousness tissue)କେଉଁ ପ୍ରକାର ର ଉତ୍ତକ କହନ୍ତି ?
[A] ଉପାକଲା
[B] ତନ୍ତ୍ରୀକା
[C] ପେଶୀୟ
[D] ଉପୋରକ୍ତ ସମସ୍ତ
Q.42: ହେମୋଗ୍ଲୋବିନ କେଉଁଠି ମିଳିଥାଏ ?
[A] ଲାଲ ରକ୍ତ କଣିକା (RBC) ରେ
[B] ଶ୍ୱେତ ରକ୍ତ କଣିକା (WBC) ରେ
[C] ଲସିକା (lymph) ରେ
[D] A ଓ B ଉଭୟରେ
Q.43: କେଉଁ ଗ୍ରନ୍ଥି କୁ ‘ମାଷ୍ଟର ଗ୍ରନ୍ଥି‘ (master gland) କୁହାଯାଇଥାଏ ?
[A] ଥାଇରଏଡ (thyroid)
[B] ପାରାଥାଇରଏଡ଼ (parathyroid)
[C] ପିଟୁଟାରି (pituitary)
[D] ଏଡ୍ରଇନାଲ (adrenal)
Q.44: ମାନବ ଶରୀରରେ ହାଡ଼ ର ସଂଖ୍ୟା କେତେ ହୋଇଥାଏ ?
[A] 204
[B] 206
[C] 106
[D] 209
Q.45: ଖାଦ୍ୟରେ ଥିବା ଶର୍କରା କୁ ମେଲାଟୋଜ ରେ କିଏ ବଦଳାଇଥାଏ ?
[A] ଟାୱାଲୀନ
[B] ରେନିନ
[C] ପେପ୍ସିନ
[D] ଲାଇପେଜ
Q.46: ଖାଦ୍ୟ ର ଅବଶୋଷଣ (Absorption of food) ଶରୀରର କେଉଁ ଭାଗରେ ହୋଇଥାଏ ?
[A] ବଡ଼ ଆଂତ (large intestine)
[B] ଯକୃତ (liver)
[C] ଛୋଟୀ ଅନ୍ତ (small intestine)
[D] ଗ୍ରାସ ନଳୀ (esophagus)
Q.47: ମାନବ ଶରୀର ର ସବୁଠୁ ବଡ଼ ଗ୍ରନ୍ଥି (largest gland) ର ନାମ କଣ ?
[A] ପିଟିଉଟରୀ
[B] ବୃକକ
[C] ଥାଇରଏଡ
[D] ଯକୃତ
Q.48: ଇନ୍ସୁଲିନ ଅଭାବରେ କେଉଁ ରୋଗ ହୋଇଥାଏ ?
[A] ହଇଜା
[B] ଟି.ବି
[C] ଡାଇବେଟିଜ
[D] ଉପୋରକ୍ତ ସମସ୍ତ
Q.49: କେଉଁ ପୋଷାକ ଶରୀରରେ ହଠାତ ଶକ୍ତି ପ୍ରଦାନ କରିଥାଏ ?
[A] ପ୍ରୋଟିନ
[B] ଭିଟାମିନ
[C] ବସା
[D] କାର୍ବୋହାଇଡ୍ରେଟ
Q.50: ଶରୀର ମଧ୍ୟରେ ଗ୍ୟାସ ର ବିନିମୟ (gas exchange) କେଉଁ ଅଙ୍ଗ ଦ୍ୱାରା ହେଇଥାଏ ?
[A] ନାକ (nasal cavity)
[B] ଫୁସଫୁସ (lung)
[C] ହୃଦୟ (heart)
[D] ଧମନୀ (artery)
Q.51: ବୃକକ ର କାର୍ଯ୍ୟତ୍ମକ ୟୁନିଟ ର ନାମ କଣ ?
[A]ନିଉରନ
[B] ନେଫରନ
[C] ବାଓମେନ କେପ୍ସୁଲ
[D] ଗ୍ଳୋମେରୁଲସ
Q.52: ନାଇଟ୍ରୋଜେନ ଊତ୍ସର୍ଜ (nitrogen emissions) କେଉଁ ପଦାର୍ଥ ରେ ସବୁଠୁ ଅଧିକ ମାତ୍ରା ରେ ମିଳିଥାଏ ?
[A] ଏମୋନିଆ
[B] ପୋଟାସିୟମ
[C] ସଲଫେଟ
[D] ୟୁରିଆ
Q.53: ମାନବ ଶରୀରରେ ପିତୁଟାରି ଗ୍ଲାଣ୍ଡ କେଉଁଠି ଦେଖିବାକୁ ମିଳିଥାଏ ?
[A] ଗଳା (throat) ରେ
[B] ମସ୍ତିସ୍କ (brain) ରେ
[C] ପେଟ (Stomach) ରେ
[D] ଉଦାର (abdomen) ରେ
Q.54: ଆଖି ର କେଉଁ ଭାଗ ଖରାପ ହେଲେ ଆଖିର ରୋଶନୀ ଚାଲିଯାଇଥାଏ ?
[A] ରେଟିନା (retina)
[B] ଆଇରୀଶ (Iris)
[C] କର୍ଣ୍ଣିଆ (cornea)
[D] ପୁପିଲ (pupil)
Q.55: ଲାଲ ରକ୍ତ କଣିକା (RBC) ର ନିର୍ମାଣ କେଉଁଠି ହୋଇଥାଏ ?
[A] ହୃଦୟ (heart) ରେ
[B] ଲାଲ ଅସ୍ଥିମଜା (red bone marrow) ରେ
[C] ଲସିକା(lymph) ରେ
[D] ହଳଦିଆ ଅସ୍ଥି ମଜ୍ଜା (yellow bone marrow) ରେ
Q.56: କୋଶେରୁକ (vertebrate)ରେ ଟୋଟାଲ କେତେ ହାଡ଼ ରହିଥାଏ ?
[A] 63
[B] 52
[C] 42
[D] 33
Q.57: ଶରୀର ର ଲମ୍ବା ହାଡ଼ (longest bone) କେଉଁଟା ଅଟେ ?
[A] ରେଡିୟସ (radius bone)
[B] ଅଲଣା (ulna bone)
[C] ଫୀମର (femur)
[D] ଟିବିୟା (tibia)
Q.58: ମାନବ ଶରୀରରେ ରକ୍ତ କେଉଁଠି ସଂଶୋଧନ ହୋଇଥାଏ ?
[A] ହୃଦୟ
[B] ଫୁସଫୁସ
[C] ବୃକକ
[D] ଧମନୀ
Q.59: ମନୁଷ୍ୟର ହୃଦୟ ଷ୍ପନ୍ଦନ ଗୋଟେ ମିନିଟ ରେ କେତେଥର ଧାଡାକିଥାଏ ?
[A] 72
[B] 82
[C] 78
[D] 76
Q.60: କେଉଁ ରକ୍ତ ଗୃପ କୁ ସର୍ବ ଦାତା କୁହାଯାଇଥାଏ ?
[A] A ରକ୍ତ ସମୂହ
[B] B ରକ୍ତ ସମୂହ
[C] AB ରକ୍ତ ସମୂହ
[D] O ରକ୍ତ ସମୂହ
Q.61: କେଉଁ ବ୍ଲଡ଼ ଗ୍ରୁପ କୁ ସର୍ବଗ୍ରାହୀ (universal acceptor) କହି ପାରିବା ?
[A] A ରକ୍ତ ସମୂହ
[B] B ରକ୍ତ ସମୂହ
[C] AB ରକ୍ତ ସମୂହ
[D] O ରକ୍ତ ସମୂହ
Q.62: ଭିଟାମିନ-ଡି ର ରାସାୟନିକ ନାମ ର କଣ ?
[A] ଏକ୍ସଓର୍ଭିକ ଏସିଡ
[B] ଟେକଫେରାଲ
[C] ସାଇନ କ୍ଲୋବିଂନ
[D] କେଲ୍ସିଫେରାଲ
Q.63: କେଉଁଟା ଯୁଗ୍ମ ସମ୍ମଳିତ ନୁହେଁ ?
Vitamins -(ରାସାୟନିକ ନାମ)
[A] ଭିଟାମିନ ‘A‘ -(ରେଟିନାଲ)
[B] ଭିଟାମିନ ‘C‘ -(ଏକ୍ସଓର୍ଭିକ ଏସିଡ)
[C] ଭିଟାମିନ ‘B‘ -(ଥାୟାମୀନ)
[D] ଭିଟାମିନ ‘K‘ -(ଟେକୀଫେରାଲ)
Q.64: ମାନବ ଶରୀରରେ ଆୟୋଡିନ କାରଣରୁ କେଉଁ ରୋଗ ଉତ୍ପନ୍ନ ହୋଇଥାଏ ?
[A] ହଇଜା
[B] ସ୍କ୍ରଭି
[C] ରୀକେଟସ
[D] ପୋଲିଓ
Q.65: ନିମ୍ନଲିଖିତ ମଧ୍ୟରୁ କେଉଁଟା ଯୁଗ୍ମ ସମ୍ମଳିତ ନୁହେ ?
Vitamins -(कमी से रोग)
[A] ଭିଟାମିନ ‘A‘ -(ଅନ୍ଧାରକଣା)
[B] ଭିଟାମିନ ‘B‘ -(ବେରୀବେରି)
[C] ଭିଟାମିନ ‘C‘ -(ସ୍କ୍ରଭି)
[D] ଭିଟାମିନ ‘D‘ -(ନପୁଂସଙ୍ଗତା)
Q.66: ନିମ୍ନଲିଖିତ ମଧ୍ୟରୁ କେଉଁ ଭିଟାମିନ ଜଳ ଘୁଳନଶୀଳ (water solubility vitamins) ଅଟେ ?
[A] ଭିଟାମିନ ‘A‘
[B] ଭିଟାମିନ ‘B‘
[C] ଭିଟାମିନ ‘C‘
[D] B ଓ C ଉଭୟ
Q.67: ଲାଲ ରକ୍ତ କଣିକା (RBC) ର ଜୀବନ କାଳ (life span) କେତେ ହୋଇଥାଏ ?
[A] 125 ଦିନ
[B] 120 ଦିନ
[C] 90 ଦିନ
[D] 140 ଦିନ
Q.68: ଶରୀର ର ତାପମାତ୍ରା କେଉଁଠି ନିୟନ୍ତ୍ରଣ ହୋଇଥାଏ ?
[A] ହାଇପୋଥଲମସ (hypothalamus)
[B] ହୃଦୟ (heart)
[C] ସେରିବ୍ରାମ (cerebrum)
[D] ତ୍ୱଚା (skin)
Q.69: ହିମୋଗ୍ଲୋବିନ ର ମୁଖ୍ୟ କାର୍ଯ୍ୟ କଣ ?
[A] ଅକ୍ସିଜେନ ର ବହନ କରିବା
[B] ବେକ୍ଟେରିଆ ର ନଷ୍ଟ କରିବା
[C] ଏମୋନିଆ ର ନିଦାନ
[D] ଉପୋରକ୍ତ ସମସ୍ତ
Q.70: ହିମୋଗ୍ଲୋବିନ ର ମୁଖ୍ୟ ଘଟକ ର ନାମ କଣ ?
[A] କ୍ଳରିନ
[B] ଲୋହା
[C] ସୋଡିୟମ
[D] ପୋଟାସିୟମ
Q.71: କୀଡୀନି ର ମୁଖ୍ୟ କାର୍ଯ୍ୟ କଣ ?
[A] ଶରୀରରେ ଅପସିସ୍ଟ ଜିନିଷ ର ନିଷ୍କାସନ କରିବା
[B] ଶରୀରର ତାପମାତ୍ରା ନିୟନ୍ତ୍ରଣ
[C] ରକ୍ତ ର ପ୍ରେସର ନିୟନ୍ତ୍ରଣ
[D] ପାଚନ କ୍ରିୟା ର ସହଯୋଗ
Q.72: ହାଡ଼ ଓ ଦାନ୍ତ ସୃଷ୍ଟି ହେବାର ମୁଖ୍ୟ ଘଟକ କଣ ଅଟେ ?
[A] କାଲସିୟମ
[B] ଫୋସଫରସ
[C] ଆଇରନ
[D] A ଓ B ଉଭୟ
Q.73: ମାନବ ଶରୀର ର ଛୋଟ ହାଡ ର ନାମ (smallest bone) କଣ ?
[A] ବ୍ରାଟିବା (vertebrae)
[B] ଷ୍ଟେପସ (stapes)
[C] ମେଟାକରପଲସ (metacarpals)
[D] ଫେଂଲିଜେନ୍ସ
Q.74: କେଉଁ ଭିଟାମିନ ସୂର୍ଯ୍ୟ କିରଣରୁ ମିଳିଥାଏ ?
[A] Vitamin ‘B’
[B] Vetamin ‘C’
[C] Vitamin ‘D’
[D] Vitamin ‘K’
Q.75: ମାନବ ଦ୍ୱାରା କେଉଁ ଗ୍ୟାସ କୁ ଶ୍ୱାସ ହିସାବରେ ନିଆଯାଏ ?
[A] ଅକ୍ସିଜେନ
[B] କାର୍ବନ ଡାଇଅକ୍ସାଇଡ
[C] ନାଇଟ୍ରୋଜେନ
[D] ହାଇଡ୍ରୋଜେନ
Q.76: ବୟସ୍କ ବ୍ୟକ୍ତି ର ଦାନ୍ତ ସଂଖ୍ୟା କେତେ ?
[A] 28
[B] 30
[C] 32
[D] 34
Q.77: ଭାଇରସ ଦ୍ୱାରା କେଉଁ ରୋଗ ହୋଇଥାଏ ?
[A] ଏଡ଼ସ
[B] ଚେଚକ
[C] ଖସରା
[D] ଉପୋରକ୍ତ ସମସ୍ଥ
Q.78: ମେଲେରିଆ ରୋଗ କେଉଁ ପରଜୀବୀ ଦ୍ୱାରା ହୋଇଥାଏ ?
[A] ପ୍ଲାଜମୋଡିୟମ
[B] ଟିପନୋସୋମା
[C] ପାଶ୍ଚୁର୍ଲ ପେଶଟିସ
[D] ଉପୋରକ୍ତ ସମସ୍ଥ
Q.79: ମେଲେରିଆ ରୋଗର ପରଜୀବୀ ଘୋଟକ କିଏ ଅଟେ ?
[A] ମାଈ ଏନୋଫିଲିସ
[B] ସି ସି ମାଛି
[C] ଧଳା ମାଛି
[D] କୌଣସିଟି ନୁହେ
Q.80: କେଉଁ ରୋଗ ଦୂଷିତ ଜଳ ପିଇବା ଦ୍ୱାରା ହୋଇଥାଏ ?
[A] ଫ୍ଲୁ
[B] ମେଲେରିଆ
[C] ତପେଡ଼ିକ
[D] ହଇଜା