Odia Science Gk Quiz MCQ ( ଓଡ଼ିଆ ବିଜ୍ଞାନ କୁଇଜ)

Important Biology MCQs in odia

– top 100 important biology quiz, biology ncert class 11 and class 12 for competitive exams book related biology questions and answers. biology gk question paper with biology gk for ssc.
Q.1: ଜୀବ ବିଜ୍ଞାନ ର ଜନକ(biology father)କାହାକୁ କୁହାଯାଇଥାଏ?
[A] ଚାର୍ଲସ ଡାର ଉଈନ (charles darwin)
[B] ଲିନିୟସ (carl linnaeus)
[C] ଅରସ୍ତୁ (aristotle)
[D] ମେଣ୍ଡଲ (gregor mendel)

[C] ଅରସ୍ତୁ (aristotle)

Q.2: ଜୀବନର ଭୌତିକ ଆଧାର କଣ ଅଟେ (physical basis) ?
[A] ଜିନ
[B] କୋଷିକା (cell)
[C] ମାଇଟରକଣ୍ଡ୍ରିଆ(mitochondria)
[D] ଜୀବଦ୍ରବ୍ୟ (organism)

[D] ଜୀବଦ୍ରବ୍ୟ

Q.3: ସର୍ବପ୍ରଥମେ ସେଲ ର ଖୋଜ (first cell discovered) କିଏ କରିଥିଲେ?
[A] ସ୍ଲାଇଡେନ (matthias j. schleiden)
[B] ରୋବୋର୍ଟ ହୁକ(robert hooke)
[C]ସ୍ଵନ (theodor schwann)
[D] ଡରବିନ (charles darwin)

[B] ରୋବୋର୍ଟ ହୁକ

 

Q.4: କୋଷିକା ର ଶକ୍ତି କେନ୍ଦ୍ର (power center) କାହାକୁ କୁହାଯାଏ ?
[A] ମାଇଟ୍ରକଣ୍ଡ୍ରିଆ (mitochondria)
[B] ଲାଇସୋଜୋମ(lysosome)
[C] କେନ୍ଦ୍ରିକ (nucleus)
[D] କୋଷିକା ଦ୍ରବ୍ୟ (cytoplasm)

[A] ମାଇଟ୍ରକଣ୍ଡ୍ରିଆ

Q.5: କେଉଁ ସାରାଂଚନା ପ୍ଲାଣ୍ଟ ସେଲ କୁ ପ୍ରାଣୀ କୋଷରେ (animal cell) ଵିଭାଦିତ କରିଥାଏ ?
[A] କୋଷିକା ଭିତ୍ତି (cell wall)
[B] ବର୍ଣ୍ଣହରିତ(chlorophyll)
[C] ସେଣ୍ଟ୍ରିଅଳ(centriole)
[D] ଉପରୋକ୍ତ ସମସ୍ଥ (all of these)

[D] ଉପୋରକ୍ତ ସମସ୍ତ

Q.6: କେଉଁ କୋଶିଙ୍ଗାଗ କୁ “ଆତ୍ମହତ୍ୟା ସ୍ଥଳୀ” କୁହାଯାଇଥାଏ ?
[A] ରାଇବୋଜମ (ribosome)
[B] ଲାଇସୋଜୋମ (lysosome)
[C] ଋଷୁଥିକା (vacuole)
[D] ସେଣ୍ଟ୍ରସୋମ (centrosome)

[B] ଲାଇସୋସୋମ

Q.7: DNA ର ଦ୍ବିଗୁଣିତ କୁଣ୍ଡଳୀ (Double Helix Model) ର ଆବିଷ୍କାର କିଏ କରିଥିଲେ
[A] ୱାଟ୍ସନ ଓ କ୍ରିକ
[B] ସ୍ଲାଇଡେନ ଓ ସ୍ଵନ
[C] ରୋବୋର୍ଟ ହୁକ
[D] ଗ୍ରେଗର ମେଂଡଲ

[A] ୱାଟ୍ସନ ଓ କ୍ରିକ

Q.8: DNAପ୍ରମୁଖ କାର୍ଯ୍ୟ କଣ ଅଟେ ?
[A] ପ୍ରୋଟିନ ସଂସ୍ଲେସଣ
[B] କୋଷିକାୟ ଶ୍ଵସନ
[C] କୋଷିକାୟ ପରିବହନ
[D] ଆନୁବଂଶିକ କ୍ରିୟା ର ସଂଚାଳନ

[D] ଆନୁବଂଶିକ କ୍ରିୟା ର ସଂଚାଳନ

Q.9: RNA (ribonucleic acid) କେଉଁଠି ମିଳିଥାଏ ?
[A] କୋଷିକା ଭିତ୍ତିରେ
[B] ମାଇଟ୍ରକଣ୍ଡ୍ରିଆରେ
[C] କୋଷିକା ଦ୍ରବ୍ୟ ରେ
[D] ରାଇବଜୋମ ରେ

[C] କୋଷିକା ଦ୍ରବ୍ୟ ରେ

Q.10: ‘ଅନୁବଂଶିକି ର ଜନକ ‘ (father of genetics) କାହାକୁ କୁହାଯାଇଥାଏ ?
[A] ଲମାର୍କ (jean-baptiste lamarck)
[B] ଡରବିନ (charles darwin)
[C] ମେଂଡଲ (gregor mendel)
[D] ଅରସ୍ତୁ (aristotle)

[C] ମେଂଡଲ

 

Q.11: ମାନବ ପାଖରେ ଟୋଟାଲ ଗୁଣସୂତ୍ର କେତେ ରହିଥାଏ ?
[A] 46
[B] 47
[C] 56
[D] 57

[A] 46

Q.12: ମନୁଷ୍ୟ ପାଖରେ ଦେଖାଯାଉଥିବା ରୋଗ (genetic diseases) ର ନାମ କଣ ?
[A] ଅନ୍ଧାରକଣା (blindness)
[B] ହିମୋଫିଲିଆ (haemophilia)
[C] ଟନର ସିଣ୍ଡ୍ରୋମ (turner syndrome)
[D] ଉପରୋକ୍ତ ସମସ୍ଥ

[D] ଉପରୋକ୍ତ ସମସ୍ଥ

Q.13: କେତେବେଳ ବାଳକ ଜନ୍ମ ନେଇଥାଏ ?
[A] XX ଗୁଣସୂତ୍ର ହେଲେ
[B] YY ଗୁଣସୂତ୍ର ହେଲେ
[C] XY ଗୁଣସୂତ୍ର ହେଲେ
[D] XXX ଗୁଣସୂତ୍ର ହେଲେ

[C] XY ଗୁଣସୂତ୍ର ହେଲେ

Q.14: ହିମୋଫିଲିଆ ରୋଗ ଦ୍ୱାରା ପୀଡିତ ହେଇଥବା ବ୍ୟକ୍ତି କେଉଁ ଲକ୍ଷଣ ଦେଖାଯାଇଥାଏ ?
[A] ଆଇରନ କମ ହୋଇ ଯାଇଥାଏ
[B] ରକ୍ତ ବୋହିବା ବନ୍ଦ ହୋଇନଥାଏ
[C] ରକ୍ତ ତିଆରି ହୋଇ ନଥାଏ
[D] ରକ୍ତରେ ଶ୍ୱେତ କଣିକା ମରି ଯାଇଥାଏ

[B] ରକ୍ତ ବୋହିବା ବନ୍ଦ ହୋଇନଥାଏ

Q.15: ଜିନ ବିଷୟରେ କେଉଁ ଷ୍ଟେଟମେଣ୍ଟ ସତ୍ୟ ଅଟେ ?
[A] ଏହା ଡି ଏନ ଏ ର ଏକ ଇକାଈ ଅଟେ
[B] ଏହା ଅନୁବଂଶିକି ର ଇକାଈ ଅଟେ
[C] ଏହା ଗୁଣସୂତ୍ର ରେ ଉପସ୍ଥିତ ରହିଥାଏ
[D] ଉପୋରକ୍ତ ସମସ୍ଥ

[D] ଉପୋରକ୍ତ ସମସ୍ଥ

Q.16: ଜିନ ର ପ୍ରଥମ କୃତିମ ସଂସ୍ଲେସଣ (synthetic synthesis) କିଏ କରିଥିଲେ ?
[A] ଜଗଦୀଶ ଚନ୍ଦ୍ର ବୋଷ
[B] ୱାଟ୍ସନ
[C] ହରଗୋବିନ୍ଦ ଖୁରାନା
[D] ରୋବୋର୍ଟ ବ୍ରାଉନ

[C] ହରଗୋବିନ୍ଦ ଖୁରାନା

Q.17: ‘ପ୍ରାକୃତିକ ଚୟନ ସିଦ୍ଧାନ୍ତ‘ (principle of natural selection) ପ୍ରତିପାଦକ ର ନାମ କଣ?
[A] ଚାର୍ଲସ ଦରବିନ
[B] ଲମାର୍କ
[C] ଅରସ୍ତୁ
[D] ହରଗୋବିନ୍ଦ ଖୁରାନା

[A] ଚାର୍ଲସ ଡରବିନ

Q.18: ଅନୁବଂଶିକି (genetic plant choice) ପ୍ରୋୟାଗ ପାଇଁ ମେଂଡଲ କେଉଁ ଗଛର ଚୟନ କରିଥିଲେ ?
[A] ମଟର (peas)
[B] ଡାହଳିଆ (dahlia)
[C] ସୋରିଷ (mustard)
[D] ଗହମ (wheat)

[A] ମଟର

Q.19: ଏକ କାଳର ବ୍ଲାଇଣ୍ଡନେସ ବ୍ୟକ୍ତି କେଉଁ କେଉଁ ରଙ୍ଗ ଚିନ୍ହି ପାରିନଥାଏ ?
[A] ଲାଲ ଓ ସବୁଜ
[B] ହଳଦିଆ ଓ ସବୁଜ
[C] ଲାଲ ଓ ନୀଳ
[D] ଲାଲ ଓ ହଳଦିଆ

[D] ଲାଲ ଓ ହଳଦିଆ

Q.20: ଜୀବଦ୍ରବ୍ୟ ରେ ଗଠିତ ବସ୍ତୁକୁ କଣ କହନ୍ତି?
[A] ପ୍ରୋଟୋଜୋଆ(protozoa)
[B] ପେରିଫେରା (poriferan)
[C] ସିଲେଣ୍ଟେରଟା
[D] ଆଥ୍ରୋପୋଡା (arthropoda)

[A] प्रोटोजोआ

Q.21: ଏକ କୋଷିକିୟା ଏମିବା (amoeba animal) ଏବଂ ୟୁଗଲୀନା (euglena) କୁ କାହାର ଅନ୍ତର୍ଗତ ରେ ରଖା ଯାଇଛି ?
[A] ପେରିଫେରା
[B] ସେଲେଣ୍ଟେରଟେ
[C] ଏମଫିବିଆ
[D] ପ୍ରୋଟୋଜୋଆ

[D] ପ୍ରୋଟୋଜୋଆ

Q.22: ବେଙ୍ଗ କେଉଁ ଶ୍ୱାସନ ଅଙ୍ଗ ଦ୍ୱାରା ନିଜର ଶ୍ୱାସ କ୍ରିୟା କରିଥାଏ ?
[A] ତ୍ୱଚା
[B] ଫ୍ଲେମିଅ
[C] ଫୁସ୍ପୁସ
[D] ଉପରୋକ୍ତ ସମସ୍ତ

[D] ଉପୋରକ୍ତ ସମସ୍ତ

Q.23: ବାସ୍ତବିକ ମାଛ ( real fish )କାହାକୁ କୁହାଯାଏ ?
[A] ଷ୍ଟାର ଫିସ
[B] ବ୍ରିଟେଲ ଷ୍ଟାର
[C] ହିପକ୍ରେପସ
[D] ସି କକମ୍ଭର

[C] ହିପକ୍ରେପସ

Q.24: मेढ़क ବେଙ୍ଗ କେଉଁ ବର୍ଗର ଜନ୍ତୁ ଅଟେ ?
[A] ଆସ୍ତିକଥିଜ
[B] ଏମଫିବିଆ (amphibium)
[C] ସରୀସୃପ (reptiles)
[D] କଣ୍ଡ୍ରିଥିଜ

[B] ଏମଫିବିଆ (amphibium)

 

Q.25: ସ୍ତନ୍ୟପାୟୀ ପ୍ରାଣୀ ମାନଙ୍କର ହୃଦୟ କୋଷ୍ଠକ କେତେ ହୋଇଥାଏ ?
[A] 2
[B] 3
[C] 4
[D] 5

[C] 4

Q.26: ସ୍ତନଧାରୀ ପ୍ରାଣୀ (mammalian class) ରେ ରକ୍ତ ର ସବୁଠୁ ଅଧିକ ତାପମାତ୍ରା କେଉଁ ଜୀବ ର ହୋଇଥାଏ ?
[A] ଗାଈ
[B] ଛେଳି
[C] ମନୁଷ୍ୟ
[D] ହୂଏଲ

[B] ଛେଳି

Q.27: ମାଛ ମାନେ କେଉଁ ଅଙ୍ଗ ଦ୍ୱାରା ନିଜର ଶ୍ୱାସ କ୍ରିୟା କରନ୍ତି ?
[A] ନାକ
[B] ତ୍ୱଚା
[C] ଗାଲିସି
[D] ମୁହଁ

[C] ଗାଲିସି

Q.28: ସବୁଠୁ ବଡ଼ ସ୍ତନଧାରୀ (mammalian) ର ନାମ କଣ ଅଟେ ?
[A] ହାଥୀ
[B] ଡ଼ଲଫିନ
[C] ମନୁଷ୍ୟ
[D] ବ୍ଳଊହୁଇଲ

[D] ବ୍ଲୁ ହୂଏଲ

Q.29: ବିଶ୍ୱର ସବୁଠୁ ଛୋଟ ପକ୍ଷୀ ର ନାମ କଣ ?
[A] ଏମ୍ୟୁ
[B] କିବି
[C] ହାମିଙ୍ଗ ବାର୍ଡ଼
[D] ଗୋରିୟା

[C] ହାମିଙ୍ଗ ବାର୍ଡ଼

Q.30: କୋଶେରୁକ ଜନ୍ତୁ (vertebrate) ର ଶରୀରର ସବୁଠୁ କଠୋର ଭାଗ ହେଇଥାଏ ?
[A] ଇନେମଲ (enamel)
[B] ଦାନ୍ତ (teeth)
[C] ଜଙ୍ଘ ର ହାଡ଼ (thigh bone)
[D] ହାତର ହାଡ (wrist bone)

[A] ଇନେମଲ

Q.31: ହୁଇଲ କେଉଁ ଅଙ୍ଗ ଦ୍ୱାରା ନିଜର ଶ୍ୱାସ କ୍ରିୟା କରିଥାଏ ?
[A] ଗାଲିସି (gill)
[B] ତ୍ୱଚା (skin)
[C] ଫୁସଫୁସ (lung)
[D] ମୁହଁ (mouth)

[C] ଫୁସଫୁସ (lung)

Q.32: ଆଧୁନିକ ମାନବ କୁ କେଉଁ ବର୍ଗରେ ରଖାଯାଇଛି ?
[A] ସିଟୀଭିମା
[B] କର୍ଣ୍ଣିବେରା (carnivores)
[C] ପ୍ରାଇମେଟସ (primate)
[D] ଇନ୍ସେକ୍ତିବରା

[C] ପ୍ରାଇମେଟସ (primate)

Q.33: ଉତ୍ତକ ସମ୍ୱନ୍ଧି (cell tissue studies) ବିଜ୍ଞାନ କୁ କଣ କୁହାଯାଏ ?
[A] ସାଇଟଲୋଜି (cytology)
[B] ମୋରଫୋଲୋଜି (morphology)
[C] ହିଷ୍ଟୋଲୋଜି (histology)
[D] ଏନଆଟମି (anatomy)

[C] ହିଷ୍ଟୋଲୋଜି (histology)

Q.34: କୋଷିକା ମାନକର ସମୂହ (group of cells) କୁ କଣ କହନ୍ତି ?
[A] ଉତ୍ତକ (tissue)
[B] ଅଙ୍ଗ (organ)
[C] ଅଙ୍ଗତନ୍ତ୍ର (democracy)
[D] କୌଣସିଟି ନୁହେ

[A] ଉତ୍ତକ (tissue)

Q.35: ପୁନରୁତ୍ପାଦନ କ୍ଷମତା (reproducibility) କେଉଁ ପ୍ରକାର ଉତ୍ତକରେ ସର୍ବାଧିକ ହେଇଥାଏ?
[A] ସଂୟୋଜି (connective)
[B] ପେଷିୟ (muscle)
[C] ତାନ୍ତ୍ରିକୀୟ (neuralgia)
[D] ଉପାକଲା (epithelium)

[D] ଉପାକଲା

Q.36: ଶରୀରରେ ଐଁଛିକ ଓ ଅନ୍ୟେଇଛିକ କାର୍ଯ୍ୟ କୁ ନିୟନ୍ତ୍ରଣ କରୁଥିବା ଉତ୍ତକ କୁ କଣ କହନ୍ତି ?
[A] ପେଷିୟ
[B] ସଂୟୋଜି
[C] ତନ୍ତ୍ରୀକା
[D] ଉପକଳା

[C] ତନ୍ତ୍ରୀକା

Q.37: ରକ୍ତ କେଉଁ ପ୍ରକାର ର ଟିସୁ ଅଟେ ?
[A] ପେଷି (muscle)
[B] ସ୍ୱୟଂଜି (connective tissue)
[C] ତନ୍ତ୍ରୀକା (nervous tissue)
[D] ଉପକଳା (epithelium tissue)

[B] ସଂୟୋଜି (connective tissue)

 

Q.38: ଅରିକ୍ଷୀତ କୋଷିକା (nonlinear tissue) କେଉଁଠି ମିଳିଥାଏ ?
[A] ହୃଦୟ (heart)
[B] ଆମାଶୟ (stomach)
[C] ଆହାର ନାଳ(diet nail)
[D] ତ୍ୱଚା (skin)

[B] ଆମାଶୟ

Q.39: ସଂୟୋଜି ଟିସୁ (connective tissue) ର ଉଦାହରଣ କିଏ ?
[A] ଲିମ୍ଫ (lymph)
[B] ହାଡ଼ (bones)
[C] ପ୍ରୋଟିନ (protein)
[D] ଉପରୋକ୍ତ ସମସ୍ତ (all of above)

[D] ଉପୋରକ୍ତ ସମସ୍ତ

Q.40: ‘ସଂକୁଚନସିଲ ଟିସୁ କୁ (contractile tissue’) କେଉଁ ନାମରେ ଜଣା ଯାଇଥାଏ ?
[A] ସଂୟୋଜି ଟିସୁ (connective tissue)
[B] ରେଖିତ ଟିସୁ (liner tussue)
[C] ତନ୍ତ୍ରୀକା ଟିସୁ (nervous tissue)
[D] ପେଷିୟ ଟିସୁ (muscle tissue)

[D] ପେଷିୟ ଟିସୁ (muscle tissue)

Q.41: ଚେତନା ଟିସୁ (consciousness tissue)କେଉଁ ପ୍ରକାର ର ଉତ୍ତକ କହନ୍ତି ?
[A] ଉପାକଲା
[B] ତନ୍ତ୍ରୀକା
[C] ପେଶୀୟ
[D] ଉପୋରକ୍ତ ସମସ୍ତ

[B] ତନ୍ତ୍ରୀକା

Q.42: ହେମୋଗ୍ଲୋବିନ କେଉଁଠି ମିଳିଥାଏ ?
[A] ଲାଲ ରକ୍ତ କଣିକା (RBC) ରେ
[B] ଶ୍ୱେତ ରକ୍ତ କଣିକା (WBC) ରେ
[C] ଲସିକା (lymph) ରେ
[D] A ଓ B ଉଭୟରେ

[A] ଲାଲ ରକ୍ତ କଣିକା

Q.43: କେଉଁ ଗ୍ରନ୍ଥି କୁ ‘ମାଷ୍ଟର ଗ୍ରନ୍ଥି‘ (master gland) କୁହାଯାଇଥାଏ ?
[A] ଥାଇରଏଡ (thyroid)
[B] ପାରାଥାଇରଏଡ଼ (parathyroid)
[C] ପିଟୁଟାରି (pituitary)
[D] ଏଡ୍ରଇନାଲ (adrenal)

[C] ପିଟୁଟାରି (pituitary)

Q.44: ମାନବ ଶରୀରରେ ହାଡ଼ ର ସଂଖ୍ୟା କେତେ ହୋଇଥାଏ ?
[A] 204
[B] 206
[C] 106
[D] 209

[B] 206

Q.45: ଖାଦ୍ୟରେ ଥିବା ଶର୍କରା କୁ ମେଲାଟୋଜ ରେ କିଏ ବଦଳାଇଥାଏ ?
[A] ଟାୱାଲୀନ
[B] ରେନିନ
[C] ପେପ୍ସିନ
[D] ଲାଇପେଜ

[A] ଟାୟାଲୀନ

Q.46: ଖାଦ୍ୟ ର ଅବଶୋଷଣ (Absorption of food) ଶରୀରର କେଉଁ ଭାଗରେ ହୋଇଥାଏ ?
[A] ବଡ଼ ଆଂତ (large intestine)
[B] ଯକୃତ (liver)
[C] ଛୋଟୀ ଅନ୍ତ (small intestine)
[D] ଗ୍ରାସ ନଳୀ (esophagus)

[C] ଛୋଟୀ ଆଂତ(small intestine)

Q.47: ମାନବ ଶରୀର ର ସବୁଠୁ ବଡ଼ ଗ୍ରନ୍ଥି (largest gland) ର ନାମ କଣ ?
[A] ପିଟିଉଟରୀ
[B] ବୃକକ
[C] ଥାଇରଏଡ
[D] ଯକୃତ

[D] ଯକୃତ

Q.48: ଇନ୍ସୁଲିନ ଅଭାବରେ କେଉଁ ରୋଗ ହୋଇଥାଏ ?
[A] ହଇଜା
[B] ଟି.ବି
[C] ଡାଇବେଟିଜ
[D] ଉପୋରକ୍ତ ସମସ୍ତ

[C] ଡାଇବେଟିଜ

Q.49: କେଉଁ ପୋଷାକ ଶରୀରରେ ହଠାତ ଶକ୍ତି ପ୍ରଦାନ କରିଥାଏ ?
[A] ପ୍ରୋଟିନ
[B] ଭିଟାମିନ
[C] ବସା
[D] କାର୍ବୋହାଇଡ୍ରେଟ

[D] କାର୍ବୋହାଇଡ୍ରେଟ

Q.50: ଶରୀର ମଧ୍ୟରେ ଗ୍ୟାସ ର ବିନିମୟ (gas exchange) କେଉଁ ଅଙ୍ଗ ଦ୍ୱାରା ହେଇଥାଏ ?
[A] ନାକ (nasal cavity)
[B] ଫୁସଫୁସ (lung)
[C] ହୃଦୟ (heart)
[D] ଧମନୀ (artery)

[B] ଫୁସଫୁସ (heart)

Q.51: ବୃକକ ର କାର୍ଯ୍ୟତ୍ମକ ୟୁନିଟ ର ନାମ କଣ ?
[A]ନିଉରନ
[B] ନେଫରନ
[C] ବାଓମେନ କେପ୍ସୁଲ
[D] ଗ୍ଳୋମେରୁଲସ

[B] ନେଫରନ

Q.52: ନାଇଟ୍ରୋଜେନ ଊତ୍ସର୍ଜ (nitrogen emissions) କେଉଁ ପଦାର୍ଥ ରେ ସବୁଠୁ ଅଧିକ ମାତ୍ରା ରେ ମିଳିଥାଏ ?
[A] ଏମୋନିଆ
[B] ପୋଟାସିୟମ
[C] ସଲଫେଟ
[D] ୟୁରିଆ

[D] ୟୁରିଆ

Q.53: ମାନବ ଶରୀରରେ ପିତୁଟାରି ଗ୍ଲାଣ୍ଡ କେଉଁଠି ଦେଖିବାକୁ ମିଳିଥାଏ ?
[A] ଗଳା (throat) ରେ
[B] ମସ୍ତିସ୍କ (brain) ରେ
[C] ପେଟ (Stomach) ରେ
[D] ଉଦାର (abdomen) ରେ

[B] ମସ୍ତିଷ୍କରେ

Q.54: ଆଖି ର କେଉଁ ଭାଗ ଖରାପ ହେଲେ ଆଖିର ରୋଶନୀ ଚାଲିଯାଇଥାଏ ?
[A] ରେଟିନା (retina)
[B] ଆଇରୀଶ (Iris)
[C] କର୍ଣ୍ଣିଆ (cornea)
[D] ପୁପିଲ (pupil)

[C] କର୍ଣ୍ଣିଆ

Q.55: ଲାଲ ରକ୍ତ କଣିକା (RBC) ର ନିର୍ମାଣ କେଉଁଠି ହୋଇଥାଏ ?
[A] ହୃଦୟ (heart) ରେ
[B] ଲାଲ ଅସ୍ଥିମଜା (red bone marrow) ରେ
[C] ଲସିକା(lymph) ରେ
[D] ହଳଦିଆ ଅସ୍ଥି ମଜ୍ଜା (yellow bone marrow) ରେ

[B] ଲାଲ ଅସ୍ଥି ମଜ୍ଜାରେ

Q.56: କୋଶେରୁକ (vertebrate)ରେ ଟୋଟାଲ କେତେ ହାଡ଼ ରହିଥାଏ ?
[A] 63
[B] 52
[C] 42
[D] 33

[D] 33

Q.57: ଶରୀର ର ଲମ୍ବା ହାଡ଼ (longest bone) କେଉଁଟା ଅଟେ ?
[A] ରେଡିୟସ (radius bone)
[B] ଅଲଣା (ulna bone)
[C] ଫୀମର (femur)
[D] ଟିବିୟା (tibia)

[C] ଫୀମର (femur)

Q.58: ମାନବ ଶରୀରରେ ରକ୍ତ କେଉଁଠି ସଂଶୋଧନ ହୋଇଥାଏ ?
[A] ହୃଦୟ
[B] ଫୁସଫୁସ
[C] ବୃକକ
[D] ଧମନୀ

[C] ବୃକକ

Q.59: ମନୁଷ୍ୟର ହୃଦୟ ଷ୍ପନ୍ଦନ ଗୋଟେ ମିନିଟ ରେ କେତେଥର ଧାଡାକିଥାଏ ?
[A] 72
[B] 82
[C] 78
[D] 76

[A] 72

Q.60: କେଉଁ ରକ୍ତ ଗୃପ କୁ ସର୍ବ ଦାତା କୁହାଯାଇଥାଏ ?
[A] A ରକ୍ତ ସମୂହ
[B] B ରକ୍ତ ସମୂହ
[C] AB ରକ୍ତ ସମୂହ
[D] O ରକ୍ତ ସମୂହ

[D] O ରକ୍ତ ସମୂହ

Q.61: କେଉଁ ବ୍ଲଡ଼ ଗ୍ରୁପ କୁ ସର୍ବଗ୍ରାହୀ (universal acceptor) କହି ପାରିବା ?
[A] A ରକ୍ତ ସମୂହ
[B] B ରକ୍ତ ସମୂହ
[C] AB ରକ୍ତ ସମୂହ
[D] O ରକ୍ତ ସମୂହ

[C] AB ରକ୍ତ ସମୂହ

Q.62: ଭିଟାମିନ-ଡି ର ରାସାୟନିକ ନାମ ର କଣ ?
[A] ଏକ୍ସଓର୍ଭିକ ଏସିଡ
[B] ଟେକଫେରାଲ
[C] ସାଇନ କ୍ଲୋବିଂନ
[D] କେଲ୍ସିଫେରାଲ

[D] କେଲ୍ସିଫେରାଲ

Q.63: କେଉଁଟା ଯୁଗ୍ମ ସମ୍ମଳିତ ନୁହେଁ ?
Vitamins -(ରାସାୟନିକ ନାମ)
[A] ଭିଟାମିନ ‘A‘ -(ରେଟିନାଲ)
[B] ଭିଟାମିନ ‘C‘ -(ଏକ୍ସଓର୍ଭିକ ଏସିଡ)
[C] ଭିଟାମିନ ‘B‘ -(ଥାୟାମୀନ)
[D] ଭିଟାମିନ ‘K‘ -(ଟେକୀଫେରାଲ)

[D]ଭିଟାମିନ ‘K‘ -(ଟେକୀଫେରାଲ

Q.64: ମାନବ ଶରୀରରେ ଆୟୋଡିନ କାରଣରୁ କେଉଁ ରୋଗ ଉତ୍ପନ୍ନ ହୋଇଥାଏ ?
[A] ହଇଜା
[B] ସ୍କ୍ରଭି
[C] ରୀକେଟସ
[D] ପୋଲିଓ

[C] ରିକେଟସ

Q.65: ନିମ୍ନଲିଖିତ ମଧ୍ୟରୁ କେଉଁଟା ଯୁଗ୍ମ ସମ୍ମଳିତ ନୁହେ ?
Vitamins -(कमी से रोग)
[A] ଭିଟାମିନ ‘A‘ -(ଅନ୍ଧାରକଣା)
[B] ଭିଟାମିନ ‘B‘ -(ବେରୀବେରି)
[C] ଭିଟାମିନ ‘C‘ -(ସ୍କ୍ରଭି)
[D] ଭିଟାମିନ ‘D‘ -(ନପୁଂସଙ୍ଗତା)

[D] ଭିଟାମିନ ‘D‘ -(ନପୁଂସଙ୍ଗତା)

Q.66: ନିମ୍ନଲିଖିତ ମଧ୍ୟରୁ କେଉଁ ଭିଟାମିନ ଜଳ ଘୁଳନଶୀଳ (water solubility vitamins) ଅଟେ ?
[A] ଭିଟାମିନ ‘A‘
[B] ଭିଟାମିନ ‘B‘
[C] ଭିଟାମିନ ‘C‘
[D] B ଓ C ଉଭୟ

[D] B ଓ C ଉଭୟ

Q.67: ଲାଲ ରକ୍ତ କଣିକା (RBC) ର ଜୀବନ କାଳ (life span) କେତେ ହୋଇଥାଏ ?
[A] 125 ଦିନ
[B] 120 ଦିନ
[C] 90 ଦିନ
[D] 140 ଦିନ

[B] 120 ଦିନ

Q.68: ଶରୀର ର ତାପମାତ୍ରା କେଉଁଠି ନିୟନ୍ତ୍ରଣ ହୋଇଥାଏ ?
[A] ହାଇପୋଥଲମସ (hypothalamus)
[B] ହୃଦୟ (heart)
[C] ସେରିବ୍ରାମ (cerebrum)
[D] ତ୍ୱଚା (skin)

[A] ହାଇପୋଥଲମସ

Q.69: ହିମୋଗ୍ଲୋବିନ ର ମୁଖ୍ୟ କାର୍ଯ୍ୟ କଣ ?
[A] ଅକ୍ସିଜେନ ର ବହନ କରିବା
[B] ବେକ୍ଟେରିଆ ର ନଷ୍ଟ କରିବା

[C] ଏମୋନିଆ ର ନିଦାନ
[D] ଉପୋରକ୍ତ ସମସ୍ତ

[A] ଅକ୍ସିଜେନ ର ବହନ କରିବା

Q.70: ହିମୋଗ୍ଲୋବିନ ର ମୁଖ୍ୟ ଘଟକ ର ନାମ କଣ ?
[A] କ୍ଳରିନ
[B] ଲୋହା
[C] ସୋଡିୟମ
[D] ପୋଟାସିୟମ

[B] ଲୋହା

Q.71: କୀଡୀନି ର ମୁଖ୍ୟ କାର୍ଯ୍ୟ କଣ ?
[A] ଶରୀରରେ ଅପସିସ୍ଟ ଜିନିଷ ର ନିଷ୍କାସନ କରିବା
[B] ଶରୀରର ତାପମାତ୍ରା ନିୟନ୍ତ୍ରଣ
[C] ରକ୍ତ ର ପ୍ରେସର ନିୟନ୍ତ୍ରଣ
[D] ପାଚନ କ୍ରିୟା ର ସହଯୋଗ

[A] ଶରୀରରେ ଅପସିସ୍ଟ ଜିନିଷ ର ନିଷ୍କାସନ କରିବା

Q.72: ହାଡ଼ ଓ ଦାନ୍ତ ସୃଷ୍ଟି ହେବାର ମୁଖ୍ୟ ଘଟକ କଣ ଅଟେ ?
[A] କାଲସିୟମ
[B] ଫୋସଫରସ
[C] ଆଇରନ
[D] A ଓ B ଉଭୟ

[D] A ଓ B ଉଭୟ

Q.73: ମାନବ ଶରୀର ର ଛୋଟ ହାଡ ର ନାମ (smallest bone) କଣ ?
[A] ବ୍ରାଟିବା (vertebrae)
[B] ଷ୍ଟେପସ (stapes)
[C] ମେଟାକରପଲସ (metacarpals)
[D] ଫେଂଲିଜେନ୍ସ

[B] ସ୍ଟେପସ (stapes)

Q.74: କେଉଁ ଭିଟାମିନ ସୂର୍ଯ୍ୟ କିରଣରୁ ମିଳିଥାଏ ?
[A] Vitamin ‘B’
[B] Vetamin ‘C’
[C] Vitamin ‘D’
[D] Vitamin ‘K’

[C] Vitamin ‘D’

Q.75: ମାନବ ଦ୍ୱାରା କେଉଁ ଗ୍ୟାସ କୁ ଶ୍ୱାସ ହିସାବରେ ନିଆଯାଏ ?
[A] ଅକ୍ସିଜେନ
[B] କାର୍ବନ ଡାଇଅକ୍ସାଇଡ
[C] ନାଇଟ୍ରୋଜେନ
[D] ହାଇଡ୍ରୋଜେନ

[A] ଅକ୍ସିଜେନ

Q.76: ବୟସ୍କ ବ୍ୟକ୍ତି ର ଦାନ୍ତ ସଂଖ୍ୟା କେତେ ?
[A] 28
[B] 30
[C] 32
[D] 34

[C] 32

Q.77: ଭାଇରସ ଦ୍ୱାରା କେଉଁ ରୋଗ ହୋଇଥାଏ ?
[A] ଏଡ଼ସ
[B] ଚେଚକ
[C] ଖସରା
[D] ଉପୋରକ୍ତ ସମସ୍ଥ

[D] ଉପୋରକ୍ତ ସମସ୍ଥ

Q.78: ମେଲେରିଆ ରୋଗ କେଉଁ ପରଜୀବୀ ଦ୍ୱାରା ହୋଇଥାଏ ?
[A] ପ୍ଲାଜମୋଡିୟମ
[B] ଟିପନୋସୋମା
[C] ପାଶ୍ଚୁର୍ଲ ପେଶଟିସ
[D] ଉପୋରକ୍ତ ସମସ୍ଥ

[A] ପ୍ଲାଜମୋଡିୟମ

Q.79: ମେଲେରିଆ ରୋଗର ପରଜୀବୀ ଘୋଟକ କିଏ ଅଟେ ?
[A] ମାଈ ଏନୋଫିଲିସ
[B] ସି ସି ମାଛି
[C] ଧଳା ମାଛି
[D] କୌଣସିଟି ନୁହେ

[A] ମାଈ ଏନୋଫିଲିସ

Q.80: କେଉଁ ରୋଗ ଦୂଷିତ ଜଳ ପିଇବା ଦ୍ୱାରା ହୋଇଥାଏ ?
[A] ଫ୍ଲୁ
[B] ମେଲେରିଆ
[C] ତପେଡ଼ିକ
[D] ହଇଜା

Leave a Reply